# he foams at the mouth ମୋଡି ହୋଇ ପଡେ, କିମ୍ବା ଅପସ୍ମାର ମୁର୍ଛା, ଜଣେ ବ୍ୟକ୍ତିର ନିଶ୍ବାସ ପ୍ରଶ୍ବାସରେ ବାଧା ଜନ୍ମାଏ କିମ୍ବା ଫୁଲିଯାଏ I ଏହା ପାଟିରୁ ଧଳା ଫେଣ ବାହାର କରେ I ଯଦି ତୁମ ଭାଷାରେ ବର୍ଣ୍ଣନା କରିବା ପ୍ରଣାଳୀ ଥାଏ, ତୁମେ ଏହାକୁ ବ୍ୟବହାର କରିପାରିବ I ଅନ୍ୟଏକ ଅନୁବାଦରେ: “ତାହାର ମୁଖରୁ ଫେଣ ବାହାରେ” # he becomes rigid ସେ କଡା ଶକ୍ତ କିମ୍ବା “ତାହାର ଶରୀର କଠୋରତା ହୋଇଯାଏ” # they could not ଏହା ଶିଷ୍ୟମାନେ ତାହାର ଶରୀରରୁ ଅଶୁଚୀ ଆତ୍ମାକୁ ଛଡାଇ ନପାରିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନେ ତାକୁ ଛଡାଇ ପାରିଲେ ନାହିଁ” (ଦେଖ: [[rc://*/ta/man/translate/figs-ellipsis]])