# Connecting Statement: ଯଦିଓ ପିତର, ଯାକୁବ ଓ ଯୋହନ ଆଶ୍ଚର୍ଯ୍ୟ ହେଲେ ଯେ ଯୀଶୁଙ୍କ ଅର୍ଥରେ “ମୃତ୍ୟୁରୁ ପୁନ୍ନରୁଥାନ” ହେବା କ’ଣ ହୋଇପାରେ, ଏଲିୟଙ୍କ ଆସିବା ପରିବର୍ତ୍ତେ ସେମାନେ ତାହାଙ୍କୁ ପଚାରିଲେ I # They asked him “ସେମାନେ” ଶବ୍ଦ ପିତର, ଯାକୁବ ଓ ଯୋହନଙ୍କୁ ବୁଝାଏ I # Why do the scribes say that Elijah must come first? ଭାବାବାଣୀ ପ୍ରକାଶ କରେ ଯେ ଏଲିୟ ସ୍ବର୍ଗରୁ ପ୍ରଥମେ ଆଗମନ କରିବେ I ତା’ପରେ ମସିହ, ଯେ ମନୁଷ୍ୟ ପୁତ୍ର, ରାଜ୍ୟ ଶାସନ କରିବାକୁ ଆସିବେ I ଶିଷ୍ୟମାନଙ୍କ ମଧ୍ୟରେ ଦ୍ବନ୍ଦ ଜାତ ହେଲା ଯେ କିପରି ମନୁଷ୍ୟ ପୁତ୍ର ମୃତ୍ୟୁବରଣ କରିବେ ପୁଣି ପୁନ୍ନରୁଥାନ ହେବେ I ଅନ୍ୟଏକ ଅନୁବାଦରେ: “ ମସିହଙ୍କର ଆଗମନ ପୁର୍ବରୁ ପ୍ରଥମରେ ଅବଶ୍ୟ ଏଲିୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି ?” (ଦେଖ: [[rc://*/ta/man/translate/figs-explicit]])