# What can a person give in exchange for his life? ଏହାକୁ ଉକ୍ତି ଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇପାରେ”. କିମ୍ବା “ଆପଣା ଜୀବନ ବଦଳରେ କୌଣସି ବିଷୟ ଦେଇ ପାରିବ ନାହିଁ” (ଦେଖ: [[rc://*/ta/man/translate/figs-rquestion]]) # What can a person give ଯଦି ତୁମ ଭାଷାରେ “ଦେବା” କେହିଜଣେ କିଛି ଦାତବ୍ୟ ପଦାର୍ଥକୁ ଗ୍ରହଣ କରିବା ନିମନ୍ତେ ଆବଶ୍ବକ କରେ, “ଈଶ୍ବର” ଗ୍ରହିତା ଭବାରେ ବ୍ୟକ୍ତ କରାଯାଇଛି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କୁ ମନୁଷ୍ୟ କଣ ଦେଇ ପାରେ”