# the five thousand ଯେଉଁ ୫,୦୦୦ ଲୋକମାନେ ଭୋଜନ କରି ତୃପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “୫,୦୦୦ ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/translate-numbers]]) # how many baskets full of broken pieces of bread did you take up ଏହା ସେମାନେ ଯେତେବେଳେ ରୋଟୀଖଣ୍ଡ ଗୁଡିକ ଏକତ୍ର କଲେ ଉକ୍ତିକୁ ବୁଝିବା ନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ପ୍ରତ୍ୟେକ ଭୋଜନ କରି ତୃପ୍ତ ହେବା ପରେ ତୁମ୍ଭେମାନେ କେତେ ବେତା ରୋଟୀଖଣ୍ଡ ଗୁଡିକ ଏକତ୍ର କଲ” (ଦେଖ: [[rc://*/ta/man/translate/figs-explicit]])