# You have eyes, do you not see? You have ears, do you not hear? Do you not remember? ଯୀଶୁ ଶିଷ୍ୟମାନଙ୍କ ପ୍ରତି ବିରକ୍ତି ଭାବ ରହିଛି I ଏହି ପ୍ରଶ୍ନକୁ ଏକ ଉକ୍ତି ଭାବରେ ଲେଖା ହୋଇପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭମାନଙ୍କର ଚକ୍ଷୁ ଅଛି, କିନ୍ତୁ ଯାହା ଦେଖୁଅଛ ତାହା ବୁଝି ପାରୁନାହଁ, ତୁମ୍ଭ ମାନଙ୍କର କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ. ତୁମ୍ଭେମାନେ ମନେ ରଖିବା ଉଚିତ” (ଦେଖ: [[rc://*/ta/man/translate/figs-rquestion]])