# It is because we have no bread ଏହି ଉକ୍ତିରେ, ଏହା ହୁଏତ ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ “ଏହା” ଯୀଶୁ ଯାହା କହିଲେ ତାହାକୁ ବଝାଏ I ଅନ୍ୟଏକ ଅନୁବାଦରେ: “ସେ ନିଶ୍ଚୟ କହିଥିବେ ଯେହେତୁ ଆଉ ଆମ୍ଭମାନଙ୍କର ରୋଟୀ ନାହିଁ” (ଦେଖ: [[rc://*/ta/man/translate/figs-explicit]]) # no bread “ନାହିଁ” ଶବ୍ଦଟି ଅତିରଞ୍ଜିତ ଅଟେ I ଶିଷ୍ୟମାନଙ୍କ ପାଖରେ ଗୋଟିଏ ରୋଟୀ ଥିଲା ([ମାର୍କ ୮:୧୪] ../08/14.md)), କିନ୍ତୁ ସେତିକି ବହୁତ ଭିନ୍ନ କାରଣ ନଥିବା ଠାରୁ ସମୁଦାୟ ଖଣ୍ଡେ ରୋଟୀ ଥିଲା I ଅନ୍ୟଏକ ଅନୁବାଦରେ: “ବହୁତ ଛୋଟ ରୋଟୀ” (ଦେଖ: [[rc://*/ta/man/translate/figs-hyperbole]])