# He sighed deeply in his spirit ଏହାର ଅର୍ଥ ଯେ ସେ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ବାସ ଛାଡି କହିଲେ ଯେପରି ଶୁଣାଯିବ I ଏହା ହୁଏତ ଦେଖାଏ ଯେ ଯୀଶୁଙ୍କ ଗଭୀର ଦୁଖ ଯେ ଫାରୁଶୀମାନେ ତାହାଙ୍କୁ ବିଶ୍ବାସ କରିବାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି I ଦେଖ ତୁମେ ଏହାକୁ [ମାର୍କ ୭:୩୪](../07/34.md)ରେ କିପରି ଅନୁବାଦ କରିଅଚ୍ଛ I # in his spirit ସେ ନିଜକୁ ନିଜେ # Why does this generation seek for a sign? ଯୀଶୁ ସେମାନଙ୍କ ଉପରେ ବିରକ୍ତ ହୋଇ କହିଲେ I ଏହି ପ୍ରଶ୍ନ ହୁଏତ ଏକ ଉକ୍ତି ଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ” (ଦେଖ: [[rc://*/ta/man/translate/figs-rquestion]]) # this generation ଯେତେବେଳେ ଯୀଶୁ “ବର୍ତ୍ତମାନ ପୁରୁଷ” କହିଲେ, ସେ ସେହି ସମୟରେ ବସବାସ କରୁଥିବା ଲୋକମାନଙ୍କୁ ସୁଚିତ କରନ୍ତି I ଏହି ଦଳରେ ଫାରୁଶୀମାନେ ମଧ୍ୟ ସମ୍ପୃକ୍ତ ଅଟନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ଓ ବର୍ତ୍ତମାନ ପୁରୁଷର ବଂଶ” (ଦେଖ: [[rc://*/ta/man/translate/figs-explicit]]) # no sign will be given ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁଁ ଚିହ୍ନ ଦେବି ନାହିଁ” (ଦେଖ: [[rc://*/ta/man/translate/figs-activepassive]])