# Whatever help you would have received from me is Corban କିନ୍ତୁ ଶାସ୍ତ୍ରୀମାନଙ୍କ ପରମ୍ପରା କହେ ଯେ ଥରେ ଟଙ୍କା କିମ୍ବା ଅନ୍ୟ ପଦାର୍ଥ ମନ୍ଦିରକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କଲେ, ସେମାନେ ଏହାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରି ପାରିବେ ନାହିଁ I # is Corban ଏଠାରେ କର୍ବାନ ଗୋଟିଏ ହିବ୍ରୁ ଶବ୍ଦ ଅଟେ ଯାହାର ଅର୍ଥ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଲୋକ ଯେଉଁ ମାନତ କରେ I ଅନୁବାଦକମାନେ ସାମାନ୍ୟତଃ ଏହାକୁ ଅନୁବାଦରେ ନିର୍ଦ୍ଧିଷ୍ଟ ଭାଷାର ବର୍ଣ୍ଣମାଳାକୁ ଲକ୍ଷ୍ୟ କରି ବ୍ୟବହାର କରିଥାନ୍ତି I କେତେକ ଅନୁବାଦକମାନେ ଏହାର ଅର୍ଥକୁ ଅନୁବାଦ କରନ୍ତି, ଓ ତା’ପରେ ମାର୍କ ବର୍ଣ୍ଣନା କରିଥିବା ଅର୍ଥ ଉପରେ ଛାଡି ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ଉଦ୍ଦେଶ୍ୟରେ ମାନତ” କିମ୍ବା “ଈଶ୍ବରଙ୍କର” (ଦେଖ: [[rc://*/ta/man/translate/translate-transliterate]]) # Given to God ଏହି ବାକ୍ୟାଂଶ’ ଏବ୍ରୀ ଶବ୍ଦ “କର୍ଵାନ” ର ଅର୍ଥ ବର୍ଣ୍ଣନା କରେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ମାର୍କ ଏହାର ଅର୍ଥ ବର୍ଣ୍ଣନା କରିଛନ୍ତି ଯେପରି ଯୀଶୁ କ’ଣ କହିଲେ ଅଣ-ଯିହୁଦୀ ପାଠକମାନେ ବୁଝି ପାରିବେ I ଅନ୍ୟଏକ ଅନୁବାଦରେ: “ମୁଁ ଏହା ଈଶ୍ବରଙ୍କୁ ଦେଇଅଛି” (ଦେଖ: [[rc://*/ta/man/translate/figs-activepassive]])