# to the other side ଏହା ଗାଲିଲି ସମୁଦ୍ରକୁ ବୁଝାଏ I ଏହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଗାଲିଲି ସମୁଦ୍ରର ଆରପାରିକୁ” (ଦେଖ: [[rc://*/ta/man/translate/figs-ellipsis]]) # Bethsaida ଗାଲିଲି ସମୁଦ୍ରର ଦକ୍ଷିଣକୁ ଏହି ସହର ଅବସ୍ଥିତ ଅଟେ I (ଦେଖ: [[rc://*/ta/man/translate/translate-names]])