# five thousand men ୫,୦୦୦ ପୁରୁଷ (ଦେଖ: [[rc://*/ta/man/translate/translate-numbers]]) # There were five thousand men who ate the loaves ସ୍ତ୍ରୀ ଓ ପିଲାମାନଙ୍କର ସଂଖ୍ୟା ଗଣନା କରାଯାଇ ନାହିଁ I ଯଦି ସ୍ତ୍ରୀ ଓ ପିଲାମାନେ ଉପସ୍ଥିତ ଥିଲେ ତାହା ବୁଝା ପଡିବ ନାହିଁ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ରୋଟୀ ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ I ସେମାନେ ଏପରିକି ସ୍ତ୍ରୀ ଓ ପିଲା ମାନଙ୍କୁ ଗଣନା କରି ନାହାନ୍ତି” (ଦେଖ: [[rc://*/ta/man/translate/figs-explicit]])