# looking up to heaven ଏହାର ଅର୍ଥ ଯେ ସେ ଆକାଶ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କଲେ, ଯାହା ଈଶ୍ବରଙ୍କ ବାସସ୍ଥାନ ସହିତ ଯୁକ୍ତ କରାଯାଇଛି I # he blessed ସେ ଆଶୀର୍ବାଦ କରି କିମ୍ବା “ସେ ଧନ୍ୟବାଦ ଦେଇ” # He also divided the two fish among them all ସେ ଦୁଇଟି ମାଛ ଭାଙ୍ଗିଲେ ଯେପରି ସମସ୍ତେ କିଛି କିଛି ପାଇବେ