# When the hour was late ଏହାର ଅର୍ଥ ଦିନରେ ବିଳମ୍ବ ପ୍ରହରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବେଳ ବହୁତ ହେବାରୁ” କିମ୍ବା “ମଧ୍ୟାହ୍ନ ପରେ” (ଦେଖ: [[rc://*/ta/man/translate/figs-idiom]]) # a deserted place ଏହା ଏମିତି ଏକ ସ୍ଥାନକୁ ବୁଝାଏ ଯେଉଁଠାରେ କୌଣସି ଲୋକ ନାହାନ୍ତି I ଦେଖ ତୁମେ ଏହାକୁ [ମାର୍କ ୬:୩୧](../06/31.md)ରେ କିପରି ଅନୁବାଦ କରିଅଚ୍ଛ I