# a deserted place ଏମିତି ଏକ ସ୍ଥାନ ଯେଉଁଠାରେ କୌଣସି ଲୋକ ନାହାନ୍ତି # many were coming and going ଏହାର ଅର୍ଥ ଯେ ଲୋକମାନେ ପ୍ରେରିତମାନଙ୍କ ନିକଟକୁ ଆସୁ ଥାଆନ୍ତି ଓ ଯାଉ ଥାଆନ୍ତି # they did not even “ସେମାନେ” ଶବ୍ଦ ପ୍ରେରିତମାନଙ୍କୁ ବୁଝାଏ I