# because of the oath he had made and because of his dinner guests ଶପଥର ସୁଚୀ, ଓ ଅତିଥି ଏବଂ ରାତ୍ରି ଭୋଜ ଓ ଶପଥ ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟଭାବେ ବ୍ୟକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ତାହାର ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ସେ ଯାହା ଅନୁରୋଧ କଲା ସେଥିରେ ସେ ନାସ୍ତି କରିବାକୁ ଇଛା କଲେ ନାହିଁ” (ଦେଖ: [[rc://*/ta/man/translate/figs-explicit]])