# Herod sent to have John arrested and he had him bound in prison ଏହାକୁ କର୍ତ୍ତୁବାଚ୍ୟ ଆକରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ହେରୋଦ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖିବା ନିମନ୍ତେ ସୈନିକମାନଙ୍କୁ ପଠାଇଲେ” (ଦେଖ: [[rc://*/ta/man/translate/figs-activepassive]]) # sent to have ଆଦେଶ ଦେଇଛନ୍ତି # on account of Herodias ହେରୋଦିୟାଙ୍କ ହେତୁ # his brother Philip's wife ତାହାର ଭାଇର ଫିଲିପ୍ପର ସ୍ତ୍ରୀ I ହେରୋଦଙ୍କର ଭାଇ ଫିଲିପ୍ପ ସମାନ ଫିଲିପ୍ପ ନୁହନ୍ତି ଯିଏ କି ପ୍ରେରିତ ପୁସ୍ତକରେ ଜଣେ ସୁସମାଚାର ପ୍ରଚାରକ ଥିଲେ କିମ୍ବା ଫିଲିପ୍ପ ଜଣେ ଯୀଶୁଙ୍କ ଶିଷ୍ୟ ଥିଲେ I (ଦେଖ: [[rc://*/ta/man/translate/translate-names]]) # because he had married her ଯେହେତୁ ହେରୋଦ ତାଙ୍କୁ (ହେରୋଦିୟା) ବିବାହ କରିଥିଲେ