# to lay his hands on a few sick people ଭାବବାଦୀ ଓ ଶିକ୍ଷକ ସେମାନଙ୍କର ହସ୍ତ ଲୋକମାନଙ୍କ ଉପରେ ଥୋଇଲେ ସେମାନେ ସୁସ୍ଥ ହୁଅନ୍ତି କିମ୍ବା ସେମାନଙ୍କୁ ଆଶୀର୍ବାଦ କରନ୍ତି I ଏହି ଘଟଣାରେ, ଯୀଶୁ ଲୋକମାନଙ୍କୁ ସୁସ୍ଥ କରୁଥିଲେ I