# What is this wisdom that has been given to him? ଏହି ପ୍ରଶ୍ନ, ଯାହା ପରୋକ୍ଷ ଭାବରେ ଗଠନ କରାଯାଇଛି, ହୁଏତ ପ୍ରତ୍ୟକ୍ଷ ଭାବରେ ପ୍ରଶ୍ନ କାରଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଲୋକର ଏହି ପ୍ରକାର ଜ୍ଞାନ କେଉଁଠୁ ଆସିଲା ?” # that he does with his hands ଏହି ବାକ୍ୟାଂଶ ଗୁରୁତ୍ବ ଦିଏ ଯେ ଯୀଶୁ ନିଜେ ଆଶ୍ଚର୍ଯ୍ୟ କର୍ମ କରନ୍ତି I ଅନ୍ୟଏକ ଅନୁବାଦରେ: “ଯେ ସେ ନିଜେ ସାଧିତ କରନ୍ତି”