# He strictly ordered them that no one should know about this. Then ଏହାକୁ ପ୍ରତ୍ୟକ୍ଷ ଉକ୍ତି ଭାବେ ଉଦ୍ଧୃତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ସେମାନଙ୍କୁ ଅତି ଦୃଢ ଭାବରେ ଆଜ୍ଞା ଦେଲେ, କେହି ଯେପରି ମୁଁ ଯାହା କରିଅଛି ସେହି ବିଷୟରେ ନଜାଣେ ! ପୁଣି” (ଦେଖ: [[rc://*/ta/man/translate/figs-quotations]]) # He strictly ordered them ସେ ଦୃଢ ଭାବରେ ଆଦେଶ ଦେଲେ # Then he told them to give her something to eat. ଏହା ପ୍ରତ୍ୟକ୍ଷ ଭାବରେ ଉଦ୍ଧୃତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପରେ ସେ ସେମାନଙ୍କୁ କହିଲେ, ‘ବାଳିକାକୁ କିଛି ଖାଇବାକୁ ଦିଅ’” (ଦେଖ: [[rc://*/ta/man/translate/figs-quotations]])