# this crowd pressed around you ଏହା ବୁଝାଏ ଯେ ସେମାନେ ଯୀଶୁଙ୍କ ଚାରିପଟେ ଘେରି ଗଲେ ଓ ଯୀଶୁଙ୍କ ନିକଟକୁ ଆସିବା ପାଇଁ ସେମାନଙ୍କ ମଧ୍ୟରେ ଠେଲା ପେଲା କରୁଥିଲେ I ଦେଖ ତୁମେ ଏହାକୁ [ମାର୍କ ୫:୨୪](../05/24.md)ରେ କିପରି ଅନୁବାଦ କରିଅଚ୍ଛ I