# that power had gone out from him ଯେତେବେଳେ ସ୍ତ୍ରୀଲୋକ ଯୀଶୁଙ୍କୁ ଛୁଇଁଲା, ଯୀଶୁ ଅନୁଭବ କଲେ ଯେ ତାହାଙ୍କ ଶକ୍ତି ତାହାକୁ ସୁସ୍ଥ କଲା I ଯୀଶୁ ନିଜେ ଲୋକମାନଙ୍କୁ ସୁସ୍ଥ କରିବା ପାଇଁ କିଛି ଶକ୍ତି ହରାଇଲେ ନାହିଁ ଯେତେବେଳେ ସେ ସ୍ତ୍ରୀଲୋକଟିକୁ ସୁସ୍ଥ କଲେ I ଅନ୍ୟଏକ ଅନୁବାଦରେ: “ତାହାଙ୍କର ସୁସ୍ଥକାରୀ ଶକ୍ତି ସ୍ତ୍ରୀଲୋକକୁ ସୁସ୍ଥ କଲା”