# lay your hands ହସ୍ତ ଥୋଇଵା ହେଉନ୍ତୁ ଅର୍ଥାତ ଜଣେ ଭାବବାଦୀ କିମ୍ବା କାହାରି ଉପରେ ଶିକ୍ଷକ ହସ୍ତ ଥୋଇ ଓ ସୁସ୍ଥତା କିମ୍ବା ଆଶୀର୍ବାଦ ପ୍ରଦାନ କରନ୍ତି I ଏହି ପରିପ୍ରେକ୍ଷିରେ; ଯାଇରସ ତାଙ୍କର ଝିଅକୁ ସୁସ୍ଥ କରିବା ପାଇଁ ଯୀଶୁଙ୍କୁ କହିଲା I # that she may be made well and live ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଯେପରି ରକ୍ଷା ପାଇବ ଓ ବଞ୍ଚିବ” (ଦେଖ: [[rc://*/ta/man/translate/figs-activepassive]])