# He asked him ଓ ଯୀଶୁ ଅଶୁଚି ଆତ୍ମାକୁ କହିବାକୁ ଯାଉଥିଲେ # He answered him, ""My name is Legion, for we are many. ଗୋଟିଏ ଆତ୍ମା ଅନେକଙ୍କ ନିମନ୍ତେ କହୁଥିଲା I ସେ ସେମାନଙ୍କୁ କହିଲା ଯେପରି ସେମାନେ ଏକ ବାହିନୀ ପରି ଥିଲେ, ଗୋଟିଏ ରୋମିୟ ସୈନିକ ଦଳରେ ପ୍ରାୟ ୬,୦୦୦ ସୈନ୍ୟ ରୁହନ୍ତି I ଅନ୍ୟଏକ ଅନୁବାଦରେ: “ଅଶୁଚି ଆତ୍ମା ତାହାଙ୍କୁ କହିଲା, ‘ଆମ୍ଭମାନେ ଗୋଟିଏ ବାହିନୀ, ଏହି ଲୋକ ଭିତରେ ଆମ୍ଭେ ଅନେକ ଅଛୁ” (ଦେଖ: [[rc://*/ta/man/translate/figs-metaphor]])