# When he saw Jesus from a distance ଯେତେବେଳେ ମନୁଷ୍ୟ ପ୍ରଥମେ ଯୀଶୁଙ୍କୁ ଦେଖିଲା, ଯୀଶୁ ହୁଏତା ନୌକାରୁ ଓହ୍ଲାଉ ଥିଲେ I (ଦେଖ: [[rc://*/ta/man/translate/figs-explicit]]) # bowed down ଏହାର ଅର୍ଥ ଯେ ସେ ଯୀଶୁଙ୍କ ସମ୍ମୁଖରେ ସମ୍ମାନ ଦେଇ ଜାନୁ ପାତିଲା, ଉପାସନା ନୁହେଁ I