# with an unclean spirit ଏହା ଏକ ରୁଢି ଅଟେ ଯାହାର ଅର୍ଥ ଲୋକଟି ଅଶୁଚି ଆତ୍ମାର “ନିୟନ୍ତ୍ରଣ” ବା “ଅଧିନ”ରେ ଅଛି I ଅନ୍ୟଏକ ଅନୁବାଦରେ: “ଏକ ଅଶୁଚି ଆତ୍ମାବିଷ୍ଟ” କିମ୍ବା “ଏକ ଅଶୁଚି ଆତ୍ମା ଅଧିନରେ ରହିବା” (ଦେଖ: [[rc://*/ta/man/translate/figs-idiom]])