# Connecting Statement: ସେହିପରି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକସମୁହକୁ ପରିତ୍ୟାଗ କରିବା ନିମନ୍ତେ ନୌକା ସାଙ୍ଗରେ ଘେନି ବାହାରି ଗଲେ, ଆଉ ପ୍ରବଳ ତୋଫାନ ହେଲା I ତାହାଙ୍କ ଶିଷ୍ୟମାନେ ଭୟଭିତ ହେଲେ ଯେତେବେଳେ ସେମାନେ ଦେଖିଲେ ଏପରିକି ପବନ ଓ ସମୁଦ୍ର ଉଭୟ ଯୀଶୁଙ୍କ ବାଧ୍ୟ ହୁଅନ୍ତି I # he said to them ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ # the other side ଗାଲିଲି ସମୁଦ୍ରର ଆରପାରିକି କିମ୍ବା “ସମୁଦ୍ରର ଆରପାରି”