# He sleeps at night and gets up by day ଏହା ମନୁଷ୍ୟର ଏକ ଅଭ୍ୟାସଗତ କାର୍ଯ୍ୟ ଅଟେ I ଅନ୍ୟଏକ ଅନୁବାଦରେ: “ସେ ପ୍ରତ୍ୟକ ରାତିରେ ବିଶ୍ରାମ କରେ ଓ ପ୍ରତ୍ୟକ ଦିନ ଉଠେ” କିମ୍ବା “ସେ ପ୍ରତ୍ୟକ ଦିନ ରାତିରେ ବିଶ୍ରାମ କରେ ଓ ତା’ପରଦିନ ଉଠେ” # gets up by day ଦିନ ମଧ୍ୟରେ କିମ୍ବା “ସେ ଦିନରେ କାର୍ଯ୍ୟ କରେ” # though he does not know how ଯଦ୍ୟପି ମନୁଷ୍ୟ ଜାଣି ନାହିଁ କିପରି ବୀଜ ଗଜା ହୋଇ ବୃଦ୍ଧି ପାଏ