# to him will be given more ... even what he has will be taken ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାର ଅଛି ଈଶ୍ବର ତାହାକୁ ଅଧିକ ଦେବେ ... ତାହାଠାରେ ଯାହା ଅଛି ଈଶ୍ବର ତାହା ନେଇଯିବେ” କିମ୍ବା “ଈଶ୍ବର ତାହାଙ୍କୁ ଅଧିକ ଦେବେ ... ଈଶ୍ବର ତାହାଠାରୁ ନେଇଯିବେ” (ଦେଖ: [[rc://*/ta/man/translate/figs-activepassive]])