# When Jesus was alone ଏହାର ଅର୍ଥ ନୁହେଁ ଯେ ଯୀଶୁ ଏକାକି ଥିଲେ; ବରଂ, ଲୋକସମୁହ ଚାଲି ଯାଇଥିଲେ ଓ ଯୀଶୁ କେବଳ ଦ୍ବାଦଶ ଶିଷ୍ୟମାନେ ଓ ତାହାଙ୍କ ଆତ୍ମୀୟ ଅନୁଗମନକାରୀମାନଙ୍କ ସହିତ ଥିଲେ I