# As he sowed, some seed fell on the road ଆଉ ସେ ବିହନ ଭୁମିରେ ବୁଣିଲା I ଭିନ୍ନ ଭିନ୍ନ ସଂସ୍କୃତିରେ ଲୋକମାନେ ବିଭିନ୍ନ ଉପାୟରେ ବିହନ ବୁଣନ୍ତି I ଏହି ଦୃଷ୍ଟାନ୍ତରେ ବିହନ ଫୋପାଡି ଫୋପାଡି ଜମି ଉପରେ ବୁଣିଲେ ଯାହା ବଢିବା ନିମନ୍ତେ ପ୍ରସ୍ତୁତ ହୋଇଥିଲା I # some seed ... devoured it ସମସ୍ତ ବିହନ କୃଷକ ବୁଣିଲା ଏଠାରେ ଯେପରି ସେମାନେ ଗୋଟିଏ ପ୍ରକାରର ବିହନ ବିଷୟରେ କୁହାଯାଇଛି I “କିଛି ବିହନ ... ସେମାନଙ୍କୁ ଖାଇଗଲେ”