# Truly I say to you ଏହା ସୁଚିତ କରେ ଯେ ଯେଉଁ ନିମ୍ନଲିଖିତ ଉକ୍ତି ଅଛି ତାହା ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I # the sons of men ଯେଉଁମାନେ ମନୁଷ୍ୟ ଠାରୁ ଜନ୍ମ ହୋଇଛନ୍ତି I ଏହା ଏକ ଭାବପ୍ରବଣ ଶବ୍ଦ ବ୍ୟବହାର ହୋଇଛି ଲୋକମାନଙ୍କ ମାନବିକତାକୁ ଗୁରୁତ୍ବ ଦେବା ନିମନ୍ତେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଲୋକମାନେ” # utter କହିଲେ