# For he healed many, so that everyone ... to touch him ଏହା ପ୍ରକାଶ କରେ ଯେ କାହିଁକି ଏତେ ସଂଖ୍ୟକ ଲୋକମାନେ ଯୀଶୁଙ୍କ ଚାରିଆଡେ ଥିଲେ ଯେ ସେ ଭାବିଲେ ସେମାନେ ହୁଏତ ତାହାଙ୍କ ଆଡକୁ ମାଡି ପାରନ୍ତି I ଅନ୍ୟଏକ ଅନୁବାଦରେ: “କାରଣ, ଯୀଶୁ ଅନେକ ଲୋକମାନଙ୍କୁ ସୁସ୍ଥ କଲେ, ସମସ୍ତେ ...ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ମାଡି ପଡୁଥିଲେ” (ଦେଖ: [[rc://*/ta/man/translate/writing-connectingwords]]) # For he healed many “ଅନେକ” ଶବ୍ଦ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଯୀଶୁ ସୁସ୍ଥ କରି ସାରିଥିବା ବୁଝାଏ I ଅନ୍ୟଏକ ଅନୁବାଦରେ: “କାରଣ, ସେ ଅନେକ ଲୋକଙ୍କୁ ସୁସ୍ଥ କଲେ” (ଦେଖ: [[rc://*/ta/man/translate/figs-ellipsis]]) # everyone who had afflictions eagerly approached him in order to touch him ସେମାନେ ଏପରି କଲେ ଯେହେତୁ ସେମାନ ବିଶ୍ବାସ କରୁଥିଲେ ଯେ ସ୍ପର୍ଶ କରିବା ଦ୍ବାରା ଯୀଶୁ ସେମାନଙ୍କୁ ସୁସ୍ଥ କରିବେ I ଏହାକୁ ସ୍ପଷ୍ଟ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସମସ୍ତ ରୋଗୀ ଲୋକମାନେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡି ପଡୁଥିଲେ ଯେପରି ସେମାନେ ସୁସ୍ଥ ହେବେ” (ଦେଖ: [[rc://*/ta/man/translate/figs-explicit]])