# Idumea ଏହି ପ୍ରଦେଶରେ, ପୁର୍ବରୁ ଏହା ଇଦୋମ ନାମରେ ପରିଚିତ, ଯାହା ଯିହୁଦା ପ୍ରଦେଶର ଦକ୍ଷିଣରୁ ଅର୍ଦ୍ଧେକ ଅଞ୍ଚଳ ଏହାର ସୀମାରେ ଆବଦ୍ଧ ଥିଲା I # the things he was doing ଏହା ଯୀଶୁ ଯେଉଁ ସବୁ ଆଶ୍ଚର୍ଯ୍ୟ କର୍ମ କରୁଥିଲେ ତାହାକୁବୁଝାଏ I ଅନ୍ୟଏକ ଅନୁବାଦରେ: “ଯୀଶୁ ମହତ ମହତ ଆଶ୍ଚର୍ଯ୍ୟକର୍ମ କରୁଥିଲେ” # came to him ଯେଉଁଠାରେ ଯୀଶୁ ଥିଲେ ସେଠାକୁ ଆସିଲେ