# Connecting Statement: ଯୀଶୁ ସମାଜଗୃହରେ ବିଶ୍ରାମବାରରେ ଜଣେ ଲୋକକୁ ସୁସ୍ଥ କଲେ ଓ ଏହା ଦେଖିବା ପାଇଁ ଯେ ଫରୁଶୀମାନେ ବିଶ୍ରାମବାର ପାଳନ କରିବା ନିମନ୍ତେ କ’ଣ ବିଧି ରଖିଛନ୍ତି I ଫାରୁଶୀ ଓ ହେରୋଦିୟମାନେ ଯୀଶୁଙ୍କୁ ବିନାଶ କରିବାକୁ ମନ୍ତ୍ରଣା କଲେ I # a man with a withered hand ଜଣେ ଲୋକର ଗୋଟିଏ ହାତ ଶୁଖି ଯାଇଛି