# Connecting Statement: ଯୀଶୁ ଗାଲିଲି ସମୁଦ୍ରକୁଳରେ ଶିକ୍ଷା ଦେବାକୁ ଲାଗିଲେ, ଓ ସେ ଲେବିଙ୍କୁ ଅନୁଗମନ କରିବା ନିମନ୍ତେ ଆହ୍ଵାନ ଦେଲେ I # the lake ଏହା ଗାଲିଲି ସମୁଦ୍ରକୁଳ ଅଟେ, ଯାହା ମଧ୍ୟ ଗିନେସରତ ହ୍ରଦ ଭାବରେ ପରିଚିତ ଅଟେ I # the crowd came to him ସେ ଯେଉଁଠାରେ ଥିଲେ ଲୋକସମୁହ ସେହି ସ୍ଥାନକୁ ଗଲେ