# Seeing their faith ଲୋକମାନଙ୍କର ବିଶ୍ବାସ ଦେଖି I ସାମ୍ଭାବିତ ଅର୍ଥଗୁଡିକ ୧) କେବଳ ଯେ ପକ୍ଷାଘାତ ରୋଗୀକୁ ବୋହି ଆଣିଥିଲା ତାହାର ବିଶ୍ଵାସ ଥିଲା କିମ୍ବା ୨) ପକ୍ଷାଘାତ ରୋଗୀ ଓ ଯେଉଁମାନେ ତାହାକୁ ଆଣିଥିଲେ ଯୀଶୁଙ୍କ ଉପରେ ସମସ୍ତଙ୍କର ବିଶ୍ଵାସ ଥିଲା I (ଦେଖ: [[rc://*/ta/man/translate/figs-explicit]]) # Son ଏଠାରେ “ପୁତ୍ର” ଶବ୍ଦ ଯୀଶୁ ଲୋକମାନଙ୍କ ପ୍ରତି ଯତ୍ନ ନେବା ଯେପରି ପିତା ପୁତ୍ର ର ଯତ୍ନ ନିଏ ତାହାକୁ ଦର୍ଶାଏ I ଅନ୍ୟଏକ ଅନୁବାଦରେ: “ମୋର ପୁତ୍ର” (ଦେଖ: [[rc://*/ta/man/translate/figs-metaphor]]) # your sins are forgiven ଯଦି ସମ୍ଭବହୁଏ ଏହାକୁ ଏପରି ଉପାୟରେ ଅନୁବାଦ କର ଯାହା ବୁଝାଇବ ଯେ ଯୀଶୁ ସ୍ପଷ୍ଟ କରି କହି ନଥିଲେ କିଏ ମନୁଷ୍ୟର ପାପ କ୍ଷମା କରିପାରେ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ପାପ ସବୁ କ୍ଷମା କରାଗଲା” କିମ୍ବା “ଆଉ ତୁମ୍ଭେ ତୁମ୍ଭର ପାପ ନିମନ୍ତେ କିଛି ଦେବାକୁ ପଡିବ ନାହିଁ“ କିମ୍ବା “ତୁମ ବିରୁଦ୍ଧରେ ଆଉ ପାପ ଗଣନା କରାଯିବ ନାହି”