# four people were carrying him ସେମାନଙ୍କ ମଧ୍ୟରୁ ଚାରିଜଣ ତାହାକୁ ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ I ଏହିପରି ମନେହୁଏ ଯେ ଯେଉଁମାନେ ସେହି ଲୋକଟିକୁ ଯୀଶୁଙ୍କ ନିକଟକୁ ଘେନି ଆସିଥିଲେ ସେହି ଦଳରେ ଚାରିଜଣରୁ ଅଧିକ ଲୋକ ଥିଲେ I # were bringing a paralyzed man ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗିକୀ ଘେନି ଆସିଲେ ଯିଏକି ଚାଲି ପାରୁ ନଥିଲେ କିମ୍ବା ତାହାର ବାହୁ (ହାତ) ମଧ୍ୟ ବ୍ୟବହାର କରି ପାରୁ ନଥିଲେ