# But he went out “ସେ” ଶବ୍ଦ ସେହି ଲୋକକୁ ଯୀଶୁ ସୁସ୍ଥ କଲେ ତାହାକୁ ବୁଝାଏ I # began to spread the news widely ଏଠାରେ “ଚାରିଆଡେ କହିବାକୁ ଲାଗିଲା” ଏକ ରୁପକ ଅଟେ ଯାହା ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଘଟଣା ସମ୍ବନ୍ଧରେ କହିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେ ବାହାରି ଯାଇ ଯୀଶୁ ତା’ପ୍ରତି ଯାହା କରିଛନ୍ତି ଅଧିକ ଘୋଷଣା କରିବାକୁ ଲାଗିଲା” (ଦେଖ: [[rc://*/ta/man/translate/figs-metaphor]]) # so much that ଲୋକଟି ସେହି ସମ୍ବାଦକୁ ଅଧିକ ବିସ୍ତାରିତ କଲା # that Jesus could no longer enter a town openly ସେହି ଲୋକ ଅଧିକ ଘୋଷଣା କରିବାର ଫଳାଫଳ ହେଲା I ଏଠାରେ “ଖୋଲାଖୋଲି” ଏକ ରୁପକ ଅଟେ ଯାହା “ସର୍ବ ସାଧାରଣ”କୁ ବୁଝାଏ I ଯୀଶୁ ନଗରରେ ପ୍ରବେଶ କରି ପାରିଲେ ନାହିଁ ଯେହେତୁ ଚତୁର୍ଦ୍ଦିଗରୁ ଲୋକାମାନେ ତାହାଙ୍କ ନିକଟକୁ ଆସିଲେ I ଅନ୍ୟଏକ ଅନୁବାଦରେ: “ ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରି ପାରିଲେ ନାହିଁ” କିମ୍ବା“ ଆଉ ଯୀଶୁ ଅନେକ ନଗରରେ ପ୍ରବେଶ କରି ପାରିଲେ ନାହିଁ ଯେପରି ଅଧିକ ସଂଖ୍ୟକ ଲୋକମାନେ ତାହାଙ୍କୁ ଦେଖି ପାରିବେ” (ଦେଖ: [[rc://*/ta/man/translate/figs-explicit]]) # remote places ନିର୍ଜନ ସ୍ଥାନ କିମ୍ବା “ଯେଉଁ ସ୍ଥାନରେ କହି ନଥିବେ” # from everywhere “ପ୍ରତ୍ୟେକ ସ୍ଥାନରେ” ଶବ୍ଦ ପ୍ରକାଶ କରେ ଯେ ଅଧିକାଂଶ ସ୍ଥାନରୁ ଲୋକାମାନେ ଆସିଲେ I ଅନ୍ୟଏକ ଅନୁବାଦରେ: “ଚତୁଃଦିଗରୁ” (ଦେଖ: [[rc://*/ta/man/translate/figs-hyperbole]])