# A leper came to him. He was begging him; he knelt down and said to him ଏଥିମଧ୍ୟରେ ଜଣେ କୁଷ୍ଠୀ ଯୀଶୁଙ୍କ ନିକଟକୁ ଆସିଲେ I ସେ ଯୀଶୁଙ୍କ ନିକଟରେ ଜାନୁପାତି ତାହାଙ୍କୁ ବିନତୀ କରି କହିବାକୁ ଲାଗିଲା # If you are willing, you can make me clean ପ୍ରଥମ ବାକ୍ୟଖଣ୍ଡରେ, “ଶୁଚି କରନ୍ତୁ” ଶବ୍ଦସମୁହ ଦ୍ବିତୀୟ ବାକ୍ୟାଂଶରୁ ବୁଝି ହୁଏ I ଅନ୍ୟଏକ ଅନୁବାଦରେ: “ଆପଣ ଯଦି ମୋତେ ଶୁଚି କରିବାକୁ ଇଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି” (ଦେଖ: [[rc://*/ta/man/translate/figs-ellipsis]]) # are willing ଇଛା ବା “ଆଶା” # you can make me clean ବାଇବଲ ସମୟରେ, ଜଣେ ବ୍ୟକ୍ତି ଯାହାର କୌଣସି ପ୍ରକାର ଚର୍ମ ରୋଗ ଥାଏ ତାହାକୁ ସୁସ୍ଠତା ନପାଇବା ପର୍ଯ୍ୟନ୍ତ ଅଶୁଚି ଭାବେ ପରିଗଣିତ କରନ୍ତି I ଅନ୍ୟଏକ ଅନୁବାଦରେ: “ତୁମେ ମୋତେ ସୁସ୍ଥ କରି ପାରିବ” (ଦେଖ: [[rc://*/ta/man/translate/figs-metaphor]])