# General Information: ଏଠାରେ “ସେ” ଓ “ମୁଁ” ଶବ୍ଦ ଯୀଶୁଙ୍କୁ ବୁଝାଏ I # Let us go elsewhere ଆମ୍ଭମାନଙ୍କର ଅନ୍ୟ ସ୍ଥାନକୁ ଯିବାର ପ୍ରୟୋଜନ ଅଛି I ଏଠାରେ ଯୀଶୁ ଆପଣା ସହିତ ଶିମୋନ, ଆନ୍ଦ୍ରୀୟ,ଯାକୁବ ଓ ଯୋହନଙ୍କୁ ସୁଚିତ କରିବା ନିମନ୍ତେ “ଆମ୍ଭେମାନେ” ଶବ୍ଦ ବ୍ୟବହାର କରୁଛନ୍ତି I