# Simon and those who were with him ଏଠାରେ ବ୍ୟବହୃତ ଶବ୍ଦ “ତାହାଙ୍କୁ” ଶିମୋନକୁ ବୁଝାଏ I ସେମାନେ ମଧ୍ୟ ତାହାଙ୍କ ସହିତ ଥିଲେ ଯଥା ଆନ୍ଦ୍ରୀୟ, ଯାକୁବ, ଯୋହନ ଓ ସମ୍ଭବତଃ ଅନ୍ୟଲୋକମାନେ I