# General Information: ଏଠାରେ “ତାଙ୍କୁ” ଓ “ସେ” ଶବ୍ଦସମୁହ ଯୀଶୁଙ୍କୁ ବୁଝାଏ I # all who were sick or possessed by demons “ସମସ୍ତ” ଶବ୍ଦ ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ଛାମୁକୁ ଆସିବାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ଅତିରଞ୍ଜିତ କରେ I ଅନ୍ୟଏକ ଅନୁବାଦରେ: “ଅନେକେ ଯେଉଁମାନେ ପିଡିତ ଓ ଭୁତଗ୍ରସ୍ତ ଥିଲେ” (ଦେଖ: [[rc://*/ta/man/translate/figs-hyperbole]])