# threw him down ଏଠାରେ “ତାହାକୁ” ଶବ୍ଦ ଭୁତଗ୍ରସ୍ତ ଲୋକକୁ ବୁଝାଏ I # while crying out with a loud voice ଅଶୁଚି ଆତ୍ମାବିଷ୍ଟ ବ୍ୟକ୍ତି ଯେ ଚିତ୍କାର କଲା, କୌଣସି ଲୋକ ନୁହେଁ I