# Connecting Statement: ଯୀଶୁ କଫର୍ନାହୁମର ସମାଜ ଗୃହରେ ବିଶ୍ରାମବାର ଦିନ ଶିକ୍ଷା ଦେବାକୁ ଲାଗିଲେ I ସେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକଠାରୁ ମନ୍ଦାତ୍ମାକୁ ବାହାର କଲା ପରେ ଗାଲିଲିରେ ଆଖପାଖ ଅଞ୍ଚଳରେ ଲୋକମାନେ ବିସ୍ମୟାନ୍ବିତ ହେଲେ I # came into Capernaum କଫର୍ନାହୁମରେ ପହଞ୍ଚିଲେ