# the Spirit coming down on him like a dove ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୁପକ ଅଟେ, ଓ ଯୀଶୁଙ୍କ ଉପରେ ଆତ୍ମା ଆକାଶମାର୍ଗରୁ ପୃଥିବୀକୁ ପକ୍ଷୀ ପରି ଅବତରଣ କଲେ କିମ୍ବା ୨) ଯେଉଁ ସମୟରେ ସେ ଯୀଶୁଙ୍କ ଉପରେ ଅବତରଣ କଲେ ଆତ୍ମା ବାସ୍ତବରେ ଏକ କପୋତ ପରି ଦେଖା ଯାଉଥିଲେ I (ଦେଖ: [[rc://*/ta/man/translate/figs-simile]])