# All authority has been given to me ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ମୋତେ ସମସ୍ତ ଅଧିକାର ପ୍ରଦତ୍ତ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # in heaven and on earth ଏଠାରେ “ସ୍ବର୍ଗ” ଓ “ପୃଥିବୀ” ଏକତ୍ର ବ୍ୟବହାର ହୋଇଛି ବୁଝାଇବାକୁ ଯେ ପ୍ରତ୍ୟକ ଓ ସବୁକିଛି ସ୍ବର୍ଗରେ ଓ ପୃଥିବୀରେ ସମସ୍ତ (ଦେଖ: [[rc://*/ta/man/translate/figs-merism]])