# one of them ସାମ୍ଭାବିତ ଅର୍ଥଗୁଡିକ ୧) ସୈନିକମାନଙ୍କ ମଧ୍ୟରୁ ଜଣେ କିମ୍ବା ୨) ଯେଉଁମାନେ ଠିଆ ହୋଇ ଦେଖୁଥିଲେ I # sponge ଏହା ଏକ ସାମୁଦ୍ରିକ ପ୍ରାଣୀ ଅଟେ ଯାହାକୁ ବେଉଷଣ କରାଯାଏ ଓ ନେବା ପାଇଁ ବ୍ୟବହାର କରାଯାଏ ଏବଂ ଯେଉଁଥିରେ ତରଳ ପଦାର୍ଥ ରଖାଯାଏ I ସେହି ତରଳ ପଦାର୍ଥ ପରବର୍ତ୍ତୀ ସମୟରେ ଠେଲି ଠେଲି ବାହାର କରାଯାଏ I # gave it to him ଯୀଶୁଙ୍କୁ ଦେଲେ