# threw down the pieces of silver in the temple ସାମ୍ଭାବିତ ଅର୍ଥଗୁଡିକ ୧) ସେ ସେହି ରୌପ୍ୟ ମୁଦ୍ରାକୁ ମନ୍ଦିର ବେଢାରେ ଫିଙ୍ଗି ଦେଲା କିମ୍ବା ୨) ସେ ମନ୍ଦିର ବେଢାରେ ଠିଆ ହୋଇଥିଲା, ଓ ସେ ମନ୍ଦିରକୁ ସେହି ରୌପ୍ୟ ମୁଦ୍ରାଗୁଡିକୁ ଫିଙ୍ଗି ଦେଲା I