# Peter remembered the words that Jesus had said, ""Before the rooster crows you will deny me three times. ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପିତରଙ୍କ ମନରେ ପଡିଲା ଏହି ଯେଉଁ କଥା ଯୀଶୁ କହିଥିଲେ, କୁକୁଡା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ବିକାର କରିବ” (ଦେଖ: [[rc://*/ta/man/translate/figs-quotations]])