# to curse ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ # rooster crowed କୁକୁଡା ଗୋଟିଏ ପକ୍ଷୀ ସୁର୍ଯ୍ୟ ଉଦୟ ସମୟରେ ଉଚ୍ଚ ସ୍ବରରେ ରାବ ଦିଏ I ଯେଉଁ ଶବ୍ଦ କୁକୁଡା ରାବେ ତାକୁ କହନ୍ତି “କୁକୁଡାର ରାବ” କହନ୍ତି I ଦେଖ ତୁମେ ଏହାକୁ [ମାଥିଉ ୨୬:୩୪](../26/34.md)ରେ କିପରି ଅନୁବାଦ କରିଅଚ୍ଛ I