# Then they came ଏଠାରେ “ସେମାନେ” ଯିହୁଦା ଓ ଧାର୍ମିକ ନେତାମାନଙ୍କ ସହିତ ବାଡି, ଓ ଖଗ୍ଦ ସହିତ ଆସିଥିବା ଲୋକମାନଙ୍କୁ ବୁଝାଏ I # laid hands on Jesus, and seized him ଯୀଶୁଙ୍କୁ ଧରିଲେ ଓ ତାହାଙ୍କୁ ବନ୍ଦୀ କଲେ